ସୁକିନ୍ଦା: ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ବାସ ଗୃହରେ ମନ୍ତ୍ରୀଙ୍କୁ ଭେଟିଲେ ଦାନଗଦି ଅଞ୍ଚଳର ଯୁବ ସଙ୍ଗଠକ
Sukinda, Jajpur | Sep 15, 2025 ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରଚେଷ୍ଟାରେ ବନ୍ଦ ହୋଇଯାଇଥିବା R.N. ସାହୁ ବିଦ୍ୟାଳୟ ଆଜି ପୁନର୍ଜୀବିତ ହୋଇଥିବାରୁ ଦାନଗଦି ଅଞ୍ଚଳ ବାସିନ୍ଦା ଯୁବ ସଙ୍ଗଠକ ମାନେ ଭୁବନେଶ୍ୱର ସ୍ଥିତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ତାଙ୍କ ସରକାରୀ ବାସ ଗୃହରେ ଭେଟି ଶୁଭେଚ୍ଛା ଜଣାଇଥିବା ସୋମବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।