ସୋନପୁର: ସୁବର୍ଣ୍ଣପୁର ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି।
ସୁବର୍ଣ୍ଣପୁର ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି। ସୁବର୍ଣ୍ଣପୁରର ଗଡ଼ଜାତ ର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଆଜି ହେଉଛି ରାଜରାଜେଶ୍ବରୀ ବେଶ । ଗତକାଲି ମାଁ ମହିଷାସୁର ମର୍ଦ୍ଦିନୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।ଆସନ୍ତା କାଲି ମାଁ ପୁଣି ତାଙ୍କ ନିଜସ୍ୱ ବେଶକୁ ପ୍ରତ୍ୟାବର୍ତ୍ତନ କରିବେ। ଏବେ ନବରାତ୍ର ପାଇଁ ପ୍ରତ୍ୟେକ ଦିନ ମାଁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ସକାଳୁ ବଡିଭୋରରୁ ଦ୍ୱାରଫିଟା ପରେ ମାଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ।