କଣ୍ଟାମାଳ: ଖଲିଆମୁଣ୍ଡାରେ ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର
Kantamal, Boudh (Bauda) | Jul 23, 2025
ବୁଧବାର ଦିନ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଲିଆମୁଣ୍ଡା ଗ୍ରାମରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ମାମଲାରେ ମନମୁଣ୍ଡା ପୋଲିସର...