ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଳକ ଅନ୍ତର୍ଗତ ପଦାଦିଗି ଗ୍ରାମର ଜଣେ ଶିଶୁ ଗୋଡ଼ ଭାଗିଂ ଆହତ ହୋଇଥିବା ବେଳେ ଶିଶୁକୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ ଜଗନ୍ନାଥ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ଖବର ପାଇ ଶନିବାର ସଂନ୍ଧ୍ଯାରେ ବ୍ରହ୍ମପୁର ସ୍ଥିତ ଜଗନ୍ନାଥ ହସ୍ପିଟାଲ୍ ରେ ପହଞ୍ଚି ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଆସୁଆରୋଗ୍ୟ କାମନା କରିଛନ୍ତି ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ।