ରବିବାର ପୂର୍ବାହ୍ନରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକଙ୍କ ହାତ ପାଣ୍ଠି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହ ଶୁଭ ଉଦ୍ଘାଟନ ମଧ୍ୟ କରାଯାଇଛି। ବ୍ରହ୍ମପୁର ବିଧାୟକ ଓ ମେୟର ଯୋଗ ଦେଇଥିଲେ।