ପିପିଲି: ୟୁରିଆ ସାର ଅଭାବ ଘଟଣା, ଏନ ଫୋର୍ସ ଟିମର ସାତସଙ୍ଖ ବଜାରରେ ଥିବା ବିଭିନ୍ନ ସାର ଦୋକାନ ଓ ସେବା ସମବାୟ ସମିତି ଉପରେ ଚଢାଉ
Pipili, Puri | Sep 1, 2025
ପିପିଲି ବ୍ଲକ୍ ରେ ୟୁରିଆ ସାର ଅଭାବ ଘଟଣା ନେଇ ଖବର ପ୍ରସାରଣ ପରେ ଆଜି ମଧ୍ୟାହ୍ନ ୧୨ଟାରେ କୃଷି ଏନ୍ ଫୋର୍ସ ମେଣ୍ଟ ପକ୍ଷରୁ ସାତଶଙ୍ଖ ବଜାରରେ...