ବାଲେଶ୍ବର ମ୍ୟୁନିସିପାଲଟି: ଆନନ୍ଦ ବଜାର ରେଲୱେ ଓଭର ବ୍ରିଜ ଠାରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
Baleshwar M, Balasore | Sep 13, 2025
ଶନିବାର ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ବାଲେଶ୍ଵର ରେଲୱେ ଷ୍ଟେସନ ନିକଟ ଆନନ୍ଦ ବଜାର ରେଲୱେ ଓଭର ବ୍ରିଜ ଠାରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି...