ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳ ସ୍ଥିତ ବାଲେଶ୍ୱର ଆଲଏଜ ଖଣିର ମାଟି ଡମ୍ଫ ଧସ୍କି ଜିନ୍ଦଲ ଖଣିର ରାସ୍ତା ବନ୍ଦ ହୋଇଯାଇଥିବା ବୁଧବାର ଅପରାହ୍ନ 5 ଘଟିକା ସମୟରେ ଦେଖିବାକୁ ମିଳିଛି । ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳରେ ଥିବା ବାଲେଶ୍ଵର ଆଲଏଜ ଖଣି ମାଟି ଡମ୍ଫ ଧସ୍କି ଯିବାରୁ ଜିନ୍ଦଲ ଖଣି ପାଖ ନିକଟ ରାସ୍ତା ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।