କଟକ ପୌରାଞ୍ଚଳ: କ୍ରେଡିଟ କାର୍ଡ ଆକ୍ଟିଭ କରାଇବା ଆଳରେ ଜଣଙ୍କଠାରୁ ୧ଲକ୍ଷ ୨୮ହଜାର ଠକିନେଇଛନ୍ତି ସାଇବର ଠକ। ସୋମବାର ଏ ନେଇ ବାଦାମବାଡି ଥାନାରେ ଏତଲା ହୋଇଛି
Cuttack M Corp PS, Cuttack | Sep 1, 2025
ବ୍ୟାଙ୍କର କ୍ରେଡିଟ କାର୍ଡ ଆକ୍ଟିଭ କରାଇବା ଆଳରେ ଜଣଙ୍କଠାରୁ ୧ଲକ୍ଷ ୨୮ହଜାର ଠକିନେଇଛନ୍ତି ସାଇବର ଠକ। ଏ ନେଇ ବାଦାମବାଡି ଥାନାରେ ଏତଲା...