ତାଳଚେର ସଦର: କଣ୍ଢାଳ ଗ୍ରାମ ଛକ ଜାତୀୟ ରାଜପଥରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା, ଉଭୟ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି
Talcher Sadar, Angul | Aug 27, 2024
ତାଳଚେର ବ୍ଲକ କଣ୍ଢାଳ ଗ୍ରାମ ଛକ ଜାତୀୟ ରାଜପଥରେ ମଙ୍ଗଳବାର ମଧ୍ୟାହ୍ନରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ...