ବାଲିଗୁଡା: ବାଲିଗୁଡା NACରେ କାଯ୍ୟରେ ଆସୁନି ଅପେନ୍ ଜିମ୍, ଜିମ ର ଚାରିପାଖରେ ଜଙ୍ଗଲମୟ ହଇଗଲାଣି, ମିଥ୍ୟାବାଲ୍ ଅଭିଯୋଗ
ବାଲିଗୁଡା NACରେ କାଯ୍ୟରେ ଆସୁନି ଅପେନ୍ ଜିମ୍, ଜିମ ର ଚାରିପାଖରେ ଜଙ୍ଗଲମୟ ହଇଗଲାଣି, ବୁଧବାର ଅପରାହ୍ନ 4ଘଣ୍ଟିକା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ତେବେ ଆସନ୍ତୁ ଶୁଣିବା କଣ ରହିଛି ଘଟଣା, ଏହାକୁ ନେଇ NAC ଏକଜ୍ୟୁଟିଭ୍ ଅଧିକାରୀ ଙ୍କୁ ଯଗାଯଗ କରିବାରୁ ଫନ ଲାଗିନଥିବା ଜଣା ପଡିଛି