ବାରିପଦା ମ୍ୟୁନିସିପାଲଟି: ବାରିପଦାର ସହିଦ ପଡିଆ ଠାରେ ବଙ୍ଗାଳୀ ପଡ଼ା ଦୁର୍ଗାପୂଜାରେ ଅନ୍ୟାନ୍ୟ ପରମ୍ପରାକୁ ନେଇ ସିନ୍ଦୂର ଖେଳ ଅନୁଷ୍ଠିତ
ଗୁରୁବାର ଅପରାହ୍ନ ପ୍ରାୟ ୪.୩୦ ଟାରେ ଦଶମୀ ପୁଜା ସରିବା ପରେ ମହିଳା ମାନଙ୍କ ଦ୍ଵାରା ମା ଦୁର୍ଗା ଙ୍କ ସହିତ ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଯାଇଛି। ମା ଦୁର୍ଗାଙ୍କୁ ସିନ୍ଦୂର ଲଗାଇ ସାରିବା ପରେ ମହିଳା ମାନେ ନିଜ ନିଜ ମଧ୍ୟରେ ସେହି ସିନ୍ଦୂର ଲଗାଇ ମିଠା ଖୁଆଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି।