ଓକିଲ ସଂଘର ଲାଇବ୍ରେରୀ ଓ ମହିମା ଆଶ୍ରମର ଭୋଗ ମଣ୍ଡପ ଉଦଘାଟନ କଲେ ବିଧାୟକସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କଚେରୀ ଛକରେ ଶନିବାର ସକାଳେ ଓକିଲ ସଂଘର ଲାଇବ୍ରେରୀ ଓ ମହିମା ଆଶ୍ରମର ଭୋଗ ମଣ୍ଡପ ଉଦଘାଟନ କଲେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟ ସଭା ପାଣ୍ଠି ରୁ ନିର୍ମିତ ଏହି ଲାଇବ୍ରେରୀ କୁ ଆଜି ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ଉଦଘାଟନ କରିଛନ୍ତି । ସେହିପରି କଲେଜ ଛକ ନିକଟ ମହିମା ଆଶ୍ରମରେ ମଧ୍ୟ ଏକ ଭୋଗ ମଣ୍ଡପ ଲୋକାର୍ପଣ କରିଛନ୍ତି । ଏହି ଉଦଘାଟନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ