ନୂଆଗାଁ ବ୍ଳକର ସାଂସଦ ଖେଳ ମହୋତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି।ନୂଆଗାଁ ପୁରୁଣାପାଣି ଟାଉନସିପ ବିର୍ସାମୁଣ୍ଡା ପଡିଆ ଓ ପୁରୁଣାପାଣି ହାଇସ୍କୁଲ ଖେଳପଡ଼ିଆରେ ବିଭିନ୍ନ ଖେଲମନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ନୂଆଗାଁର ବରିଷ୍ଠ ଶିକ୍ଷକ ଦିଲ୍ଲୀପ ସାହୁ,ମଙ୍ଗଳ କେରକେଟା,ରଞ୍ଜିତ ଏକ୍କା,ଭୁବନେଶ୍ୱର ମହନ୍ତ,ମଧୁସୂଦନ କରିଆଲୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ପିଇଟି ଶିକ୍ଷକଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ ବିଭିନ୍ନ