କ.ନୁଆଗା ଥାନା ରେ ଏକ ଦମ୍ପତି ଙ୍କ ଗଣ୍ଡଗୋଳ କୁ ନେଇ ଥାନା ରେ ଅଭିଯୋଗ କରିଛନ୍ତି ସ୍ତ୍ରୀ, ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ରେ ଅଭିଯୋଗ କରିଛନ୍ତି, ଏହି ଅଭିଯୋଗ ପାଇବା ପରେ ନିଜେ ଥାନା ଅଧିକାରୀ ଦୁଇଆଜଣଙ୍କୁ ବସାଇ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି, ଯାହା ଦେଖିବାକୁ ମିଳାଛି, IIC ଙ୍କ ବୁଝାମଣା ରେ ଦୁଇଜଣ ପୁଣିଥରେ ନିଜ ଦଷ କୁ ବୁଝିପାରି ଆପସ ବୁଝାମଣା ହଇଥିବା ନେଇ ସୁଚନା ମଳିଛି, ତେଵେ ଏକ ମହିଳା ଙ୍କ ଅଭିଯୋଗ ହଇଥିବା ହେତୁ ଉକ୍ତ ଅଭିଯୋଗ କାରୀ ଙ୍କ ନାମ ଠିକଣା ଦେବାକୁ ବାରଣ କରାଯାଇଛି