ଜୁନାଗଡ: ବାଞ୍ଜିପଦର ନିକଟରେ ସଡ଼କ ଦୁର୍ଘଟଣା, ବାଇକ ଆରୋହୀ ଗୁରୁତର
କେଗାଁ ଥାନା ବାଞ୍ଜିପଦର ନିକଟରେ ଗୁରୁବାର ସନ୍ଧ୍ୟା ୬ ଟା ରେ ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇ ଗୁରୁତର ହୋଇଥିଲେ। ଗୁରୁତର ବାଇକ ଆରୋହୀ ଜଣକ ହେଲେ ଚପରିଆ ଗାଁ ର ସାଗର ମାଝୀ। ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚପରିଆ ଡାକ୍ତରଖାନା କୁ ନେଇଥିଲେ।