Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ତମାଣ୍ଡୋ: ତମାଣ୍ଡୋ ଅଞ୍ଚଳରେ ଏକ ହୋଟେଲ ରୁ ବ୍ୟକ୍ତି ଙ୍କ ମୃତ ଦେହ ଜବତ, ଘଟଣା ସ୍ଥଳରେ ପୋଲିସର ଛାନବିନ

Tamando, Khordha | Aug 11, 2025
ତମାଣ୍ଡୋ ଅଞ୍ଚଳରେ ଏକ ହୋଟେଲ ରୁ ବ୍ୟକ୍ତି ଙ୍କ ମୃତ ଦେହ ଜବତ, ଘଟଣା ସ୍ଥଳରେ ପୋଲିସର ଛାନବିନ | ଆଜି 2.34ରେ ତମାଣ୍ଡୋ ଅଞ୍ଚଳରେ ଏକ ହୋଟେଲରୁ ମିଳିଲା ମୃତଦେହ । ପ୍ରିନ୍ସେସ ନାମକ ଏକ ହୋଟେଲରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ନାଁ ବିମଳ ପ୍ରସାଦ ପାଣ୍ଡିଆ। ବୟସ ପାଖାପାଖି ୫୮ ବର୍ଷ। ୨୦୩ ନମ୍ବର ରୁମ ବୁକ କରି ରହିଥିଲେ । ସେହିରୁମରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆର୍ଥିକ ଦୁଶ୍ଚିନ୍ତା ରେ ରହି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

MORE NEWS