ମାଲକାନଗିରି: ଜୁନିଅର ରେଡ଼କ୍ରସର ଅଣ ତାଲିମ ପରାମର୍ଶଦାତା ଶିବିର ମାଲକାନଗିରି ଜିଲ୍ଲା ଏମଭି୭ ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚବିଦ୍ୟାଳୟରେ ଉଦଘାଟିତ
Malkangiri, Malkangiri | Sep 6, 2025
ଜୁନିଅର ରେଡ଼କ୍ରସର ଅଣ ତାଲିମ ପରାମର୍ଶଦାତା ତିନି ଦିନିଆ ଶିବିର ମାଲକାନଗିରି ଜିଲ୍ଲା ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି ୭ରେ...