ଫୁଲବାଣୀ ସହର: ଶଙ୍କରାଖୋଲ ରେ ବିବାଦ କୁ ନେଇ ଟୀକାବାଲି ଥାନା ରେ ଅଭିଯୋଗ. ଅଭଯୋଗ କୁ ଆଧାର କରି ଥାନା ରେ ମାମଲା ରୁଜୁ ହୋଇ ଥିବାର ଜଣା ପଡ଼ିଅଛି
ଶଙ୍କରା ଖୋଲ ରେ ବିବାଦ କୁ ନେଇ ଟିକାବାଲି ଥାନା ରେ ଅଭିଯୋଗ. ଅଭଯୋଗ କୁ ଆଧାର କରି ଥାନା ରେ ମାମଲା ରୁଜୁ ହୋଇ ଥିବାର ଟିକାବାଲି ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି. ଏ ନେଇ ଥାନା ରେ 214/2025 ରେ ଏକ ମାମଲା ରୁଜୁ ହୋଇଅଛି.