ଫୁଲବାଣୀ ସହର: ବାଲିଗୁଡା SDPO ରାମେନ୍ଦ୍ର ପ୍ରସାଦ ଙ୍କ ବଦଳି ଆସିବେ ନୁଆ SDPO IPS ଶୁଭମ ଭସଲେ ଯଗଦେବେ,
ବାଲିଗୁଡା SDPO ରାମେନ୍ଦ୍ର ପ୍ରସାଦ ଙ୍କ ବଦଳି ଆସିବେ ନୁଆ SDPO IPS ଶୁଭମ ଭସଲେ ଯଗଦେବେ, ଏହି ସୁଚନା ଟି ବାଲିଗୁଡା SDPO ଙ୍କ କାଯ୍ଯାଳୟ ରୁ ଶନିବାର ଦିନ 11ଘଣ୍ଟିକା ସମୟରେ ସୂଚନା ମିଳିଛି, ବାଲିଗୁଡା ପୁର୍ବତନ ଯୁବ IPS ଏବଂ ଦକ୍ଷ ଅଫିସ ରାମେନ୍ଦ ପ୍ରସାଦ ବାଲିଗୁଡା ରେ ଦାୟିତ୍ୱ ନେବା ପରେ , ସାବାଡ ହଇଥିଲେ ଡ୍ରଗସ, ଏବଂ ଗଞ୍ଜେଇ ମାଫିଆ, ତାଙ୍କ ସମୟରେ ଡ୍ରଗସ ଏବଂ ଗଞ୍ଜେଇ ମାଫିଆ ସମସ୍ତେ ଜେଲ୍ ରେ ବନ୍ଦ ରେ ଅଛନ୍ତି, ତାଙ୍କ ସମୟରେ ବହୁ ବଡ ବଡ କେସ୍ ର ଖୁଲାସ ହଇଛି ଏକ ଦକ୍ଷ ଅଧିକାରୀ ଭାବରେ SDPO କାଯ୍ୟ ନିର୍ବାହ କରୁଥିବା ନେଇ ବୁଦ୍ଧିଜୀବୀ ମତ ପ୍ରକାଶ କରାଛନ୍ତି