ଓରିଏଣ୍ଟ: ରାଜପୁର ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର ଅଭିଯୋଗରେ ବଡ଼ଜୋବ ଗ୍ରାମରୁ ତିନିଜଣ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ
Orient, Jharsuguda | Jun 12, 2025
ଗତ ମାର୍ଚ୍ଚ ମାସରେ ରାଜପୁର ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର ଅଭିଯୋଗରେ ବନବିଭାଗ ଚଢାଉ କରି ତିନିଜଣ ଅଭିଯୁକ୍ତକୁ ଗିରଫ କରି ଆଜି ଦିନ ସାଢେ...