ପୂର୍ବତନ ନବୀନ ସରକାରଙ୍କ ଏକ ଲକ୍ଷ୍ୟକ୍ରମରେ ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ଅନୁଦାନ ଦିଆଯାଇଥିଲା। ଏହି ଅନୁଦାନର ଏକ ଅନ୍ୟତମ ଉଦ୍ୟମ ହେଉଛି କଲେଜଚକ ଠାରେ ସ୍ଥାପିତ CNI ଚର୍ଚ୍ଚ—ଯାହାର ନିର୍ମାଣ ବର୍ତ୍ତମାନ ଶେଷ ପର୍ଯ୍ୟାୟକୁ ପହଞ୍ଚିଛି। ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚେଷ୍ଟାରେ ଏହି ପ୍ରକଳ୍ପ ହୋଇଥିଲା।" "ସ୍ଥାନୀୟ ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ଆଜି ଅପରାହ୍ନ ୨ଟା ସମୟରେ ଚର୍ଚ୍ଚ ସ୍ଥଳ ଦର୍ଶନ କରି ପ୍ରକଳ୍ପର ତଦାରଖ କରି ଥିଲେ ଏବଂ ନିର୍ମାଣ କାମର ଶେଷ ପର୍ଯ୍ୟାୟ ନିଶ୍ଚିତ କରିବା ପାଇଁ ଦିଗନିର୍ଦ୍ଦେଶ ଜାରି କରିଥିଲେ। ଏହି ଅବଦାନ ଓ ନିର୍ମାଣ କାର୍ଯ