ଚମାଖଣ୍ଡି ଥାନା ପୋଲିସ ବୁଧବାର ପୂର୍ବାହ୍ନରେ କାଳିପଲ୍ଲୀ ଗ୍ରାମରେ ଚଢ଼ାଉ କରି ଜଣେ ମହିଳା ଙ୍କ ଠାରୁ ୧୪ଲିଟର ବିଦେଶୀ ମଦ ସହିତ ୩୦ଲିଟରୁ ଅଧିକ ଦେଶୀ ମଦ ଜବତ କରିଛି। ଏନେଇ ଚମାଖଣ୍ଡି ଥାନାରେ ଏକ ମାମଲା ରୁଜୁକରି ଘଟଣା ର ତଦନ୍ତ କରୁଥିବା ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସୂଚନା ଦେଇଛନ୍ତି |