ଧର୍ମଗଡ: ମୁଟ୍ରା ନଦୀ ବାଞ୍ଜିବାହାଲ L.I ପଏଣ୍ଟରୁ ମଟର ଯୋଗେ ପାଣି ମଡାଉଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଚାଷୀଙ୍କ ମୃତ୍ୟୁ
Dharamgarh, Kalahandi | Jul 10, 2025
ଗୁରୁବାର ଆମପାଣି ପୁଲିସ ଥାନା ଅଧୀନସ୍ଥ ବଡପୋଡାଗୁଡା କଛାରପଡା ଠାରେ ଘଟିଛି ଏକ ଅଘଟଣ । ମୁଟ୍ରା ନଦୀର ର ବାଞ୍ଜିବାହାଲ ଏଲ.ଆଇ ପଏଣ୍ଟରୁ ମଟର...