ଛତ୍ରପୁର: BeMC କନଫରେନ୍ସ ହଲ୍ ଠାରେ ଗଞ୍ଜାମ ଚେମ୍ବର ଅଫ୍ କମର୍ସ ପକ୍ଷରୁ ଜିଏସଟି ସୁବିଧା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗଞ୍ଜାମ ଚେମ୍ବର ଅଫ୍ କମର୍ସ ଦ୍ୱାରା GST 2.0 ର ମୂଲ୍ୟବାନ୍ ସୁବିଧା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମଂଗଳବାର ଅପରାହ୍ନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ଯୋଗ ଦେଇ ବ୍ୟବସାୟକୁ ନୂଆ ଦିଗ ଦେଇଥିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।