ନର୍ଲା: ସର୍ଗୀଗୁଡ଼ା ଗ୍ରାମର ନିରଞ୍ଜନ ବରିହା ଙ୍କୁ ସ୍ଥାନୀୟ ଗ୍ରାମର ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ ଆଜି ଥାନାରେ ଅଭିଯୋଗ
ଗୁରୁବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ନିରଞ୍ଜନ ବରିହା ଙ୍କୁ ସ୍ଥାନୀୟ ଗ୍ରାମର ଦୁଇ ଯୁବକ ମରଣାନ୍ତକ ଆକ୍ରମଣ କରି କ୍ଷତ ବିକ୍ଷତ କରି ମୋଟର ଚାବି ସହ ସୁନା ଚେନ୍ ଲୁଟି ନେଇଥିବା ପୋଲିସ ପାଖରେ ଅଭିଯୋଗ କରିଛନ୍ତି ବରିହା