ବାଲିଗୁଡା: ବାଲିଗୁଡା ଥାନା ରେ ଗାଇଚାଲାଣ କୁ ମିଥ୍ୟା ବଲି ଲିଖିତ ଅଭିଯୋଗ କରିଛନ୍ତି ପଣସପଡି ଅଞ୍ଚଳର ବିଜନ ଚନ୍ଦ୍ର ମାଝୀ,
ବାଲିଗୁଡା ଥାନା ରେ ଗାଇଚାଲାଣ କୁ ମିଥ୍ୟା ବଲି ଲିଖିତ ଅଭିଯୋଗ କରିଛନ୍ତି ପଣସପଡି ଅଞ୍ଚଳର ବିଜନ ଚନ୍ଦ୍ର ମାଝୀ, ତାଙ୍କ ଲିଖିତ ଅଭିଯୋଗ ଅନୁସାରେ ତାଙ୍କ ବିଜନ ଚନ୍ଦ୍ର ମାଝି ମଙ୍ଗଳବାର ସକାଳ 6ଘଣ୍ଟିକା ସମୟରେ ଡହଲପଡି ଅଞ୍ଚଳର କୁଳ ରଞ୍ଜନ ଦିଗାଲ ଉ୍କୁ ବିକ୍ରି କରିଛନ୍ତି