ଜଗତସିଂହପୁର: ଜଗତସିଂପୁର ଚାନ୍ଦୋଳ ଛକ ଠାରେ ଗୁରୁବାର ସନ୍ଧ୍ୟାରେ କାର ସହ ବାଇକ ଧକ୍କା ହେବାରୁ କାର ଭାରସାମ୍ୟ ହରାଇ କେନାଲ କୁ ଖସିପଡିଥିଲା
Jagatsinghapur, Jagatsinghpur | Aug 21, 2025
ଗୁରୁବାର ସନ୍ଧ୍ୟା ୫ଟାରେ ଚାନ୍ଦୋଳ ଛକ ନିକଟରେ ଏକ କାର ସହ ବାଇକ ଧକା ହୋଇଥିଲା, ଫଳରେ କାର ଚାଳକ ଭାରସାମ୍ୟ ହରାଇବାରୁ କାର ଟି ନିକଟରେ ଥିବା...