ପୁରୀ ମ୍ୟୁନିସିପାଲଟି: ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢୀ ମାଆ ମନ୍ଦିର ପଥର କାନ୍ଥରେ ଲେଖା ଯାଇଛି ଧମକ ପୂର୍ଣ୍ଣ ବାର୍ତ୍ତା, ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ
Puri M, Puri | Aug 13, 2025
ଶ୍ରୀମନ୍ଦିର ସୁରକ୍ଷା ସହ ମଜାକ୍!!ପରିକ୍ରମା ପ୍ରକଳ୍ପ ରେ ନିଶାଖୋରଙ୍କ ଦୌରାତ୍ମ୍ୟ ।ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି...