Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
���रियाणा
Haryana
Crimenews
Agra
Cbi
Mathura
���ायल
Fatehpur
Jodhpur

ଛତ୍ରପୁର: ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ସ୍ଥିତ ମା ମହୁରୀକାଳୁଆ ପୀଠ, କଛପ ଗତିରେ ଚାଲିଛି ଉନ୍ନତି କରଣ କାର୍ଯ୍ୟ #Jansamasya

Chhatrapur, Ganjam | Sep 4, 2025
ପ୍ରାକୃତିକ ସୋନ୍ଦର୍ଯ୍ୟର ଗନ୍ତାଘର ବ୍ରହ୍ମପୁର ସ୍ଥିତ ମା ମହୁରୀ କାଳୁଆ ପୀଠ। ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମଧ୍ୟ ପାଇଛି। ହେଲେ ଏହି ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ଅବହେଳିତ।ଏବେ ମନ୍ଦିରର ଉନ୍ନତି କରଣ ନିମନ୍ତେ ଭକ୍ତ ମାନେ ମଧ୍ୟ ମାଙ୍କ ହୁଣ୍ଡିରେ ପ୍ରଚୁର ଅର୍ଥ ଦାନ କରିବା ସହିତ ସରକାରୀ ସ୍ତରରେ ମଧ୍ୟ ଲକ୍ଷାଧିକ ଟଙ୍କା ଆସୁଛି। କିନ୍ତୁ ତାହାର ସଦୁପଯୋଗ ହୋଇ ପାରୁ ନ ଥିବାଦେଖିବାକୁ ମିଳୁଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।ଗୁରୁବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟକ ଓ ଆଇନଜୀବୀ।
ଛତ୍ରପୁର: ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ସ୍ଥିତ ମା ମହୁରୀକାଳୁଆ ପୀଠ, କଛପ ଗତିରେ ଚାଲିଛି ଉନ୍ନତି କରଣ କାର୍ଯ୍ୟ #Jansamasya - Chhatrapur News