ପାତ୍ରପୁର ବ୍ଳକ ବରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲଙ୍କା ଗ୍ରାମରେ ନୂତନ ସେବା ସମବାୟ ସମିତି ଗୋଦାମ ଗୃହ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉଦଘାଟନ କରିଛନ୍ତି । ପାତ୍ରପୁର ବ୍ଳକର ସମସ୍ତ ସେବା ସମବାୟ ସମିତି ମାନଙ୍କରେ ଚାଷୀଙ୍କ ଅମଳ ଧାନକୁ କିପରି ସୁବିଧା ଭାବରେ ସରକାର କ୍ରୟ କରିପାରିବେ ସେ ଦିଗରେ ଆଲୋଚନା କରିଥିଲେ ବିଧାୟକ |