ଜୟପୁର: ଜୟପୁର ଟାଉନ ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଠାରୁ ମିନି ମାରାଥନ ସୂଚନା ଦେଲେ ଏସଡିପିଓ
ଜୟପୁର ଟାଉନ ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ରେ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଜୟପୁର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ରୁ ଏହି ମାରାଥନ ଆଜି ସକାଳ 6 ଠାରୁ ଆରମ୍ଭ ହୋଇ 9ଠାରେ ଶେଷ ହୋଇଛି l ଏଠାରେ ପଥପ୍ରାନ୍ତ ନାଟକ ମଧ୍ୟ୍ୟ ଅନୁଷ୍ଠିତ ହୋଇଛି l ଏଠାରେ ଜୟପୁର ଉପ ଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ଼ି, ଏସଡିପିଓ ପାର୍ଥ କାଶ୍ୟପ, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସହ ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ଉପ ସ୍ଥିତ ଥିଲେ l