ବୀରମହାରାଜପୁର: କୁକୁର ମୁହଁରେ ପଶିଲା ପ୍ଲାଷ୍ଟିକ ଯାର, ଉଲୁଣ୍ଡା ବସଷ୍ଟାଣ୍ଡ ନିକଟରୁ ପ୍ଲଷ୍ଟିକ ଯାରକୁ କାଢି କୁକୁରକୁ ଉଦ୍ଧାର କଲା ଉଲୁଣ୍ଡା ଅଗ୍ନିଶମ ବାହିନି
କୁକୁର ମୁହଁରେ ପଶିଲା ପ୍ଲାଷ୍ଟିକ ଯାର, ଉଲୁଣ୍ଡା ବସଷ୍ଟାଣ୍ଡ ଠାରେ ପ୍ଲାଷ୍ଟିକ ଯାର କୁ କାଢି କୁକୁରକୁ ଉଦ୍ଧାର କଲା ଉଲୁଣ୍ଡା ଅଗ୍ନିଶମ ବାହିନି l ସୂଚନା ଅନୁସାରେ ଏକ କୁକୁର ଚରଣ କରୁଥିବା ସମୟରେ ଏକ ପ୍ଲାଷ୍ଟିକ ଯାର ତାର ମୁହଁରେ ଫସି ଯାଇଥିଲା l ଫଳରେ ଖାଇ ପାରୁନଥିଲା l ପ୍ଲାଷ୍ଟିକ ଯାର କୁକୁର ମୁହଁରେ ଫସି ଯାଇଥିବା ଦେଖି ଉଲୁଣ୍ଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ପହଁଚି କୁକର ମୁହଁରେ ଫସି ଯାଇଥିବା ପ୍ଲାଷ୍ଟିକ ଯାର କାଢି ଦେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ l