ଖଲ୍ଲିକୋଟ୍: ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ ସ୍ତରୀୟ କ୍ରୀଡା ସମୂହ ପ୍ରତିଯୋଗିତା ଉଦ୍ଘାଟିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
Khalikote, Ganjam | Sep 11, 2025
ଖଲ୍ଲିକୋଟ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜୋନ ସ୍ତରୀୟ କ୍ରୀଡା ସମୂହ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଆଜି ଦିନ ସାଢ଼େ...