ଏବେବି ଚାଲିଛି ଚିଠିଫଣ୍ଡ ଏବେ ବି ଠକାମିର ଶିକାର ହେଉଛନ୍ତି ଗରିବ ଜନସାଧାରଣ, କିଛି ମୣଷ୍ଠି ମେଯ ଏହି ଭଳି କାଯ୍ୟକ୍ରମ କରି ଲକଙ୍କ ଟଙ୍କା କୁ ଠକି ନେଉଛନ୍ତି, ଆଜି ଦେବ କାଲି ଦେବ କହି ବହୁ ମାସ ବିତି ଯିବା ପରେ ଥାନା ର ଦ୍ୱରସ୍ଥ ହୁଅନ୍ତି ଜନସାଧାରଣ, ଠିକ୍ ଏହିଭଳି ଅଭିଯୋଗ ନେଇ ରବିବାର ଅପରାହ୍ନ 5ଘଣ୍ଟିକା ସମମୟୟେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାଲିଗୁଡା ଥାନାର ଡୁମୁଡିସାହିର ଏକ ମହିଳା, ଅଭିଯୋଗ ଅନୁସାରେ ଇଲେକ୍ଟ୍ରି ସାହିର ଏକ ପରିବାର ଚିଠି ଫଣ୍ଡ ନାମରେ ମାସକୁ 3ହଜାର ନେଉଥିଲେହ17ମାସ ବାନ୍ଧିବା ପରେ କୈଣସି କାରଣରୁ ସେ ଟଙ୍କା ଆଉ ବାନ୍ଧି ପାରିନଥିଲେ ଯାହା