ପାଟଣାଗଡ: ବରପଦର ପଞ୍ଚାୟତ କାର୍ଯ୍ୟ ଳୟରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବରପଦର ପଞ୍ଚାୟତ କାର୍ଯ୍ୟ ଳୟରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ସୋମବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ବ୍ଳକ ସହକାରୀ ଯନ୍ତ୍ରୀ ,ତହସିଲଦାର ରୁଦ୍ରମୋହନ ନାୟକ ଯୋଗ ଦେଇ ଲୋକ ଙ୍କ ଅଭିଯୋଗ ଗ୍ରହଣ କରି ଶୁଣାଣୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ସ୍ଥାନୀୟ ସରପଞ୍ଚ ଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ