ଛତ୍ରପୁର: ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ ବ୍ରହ୍ମପୁରର ଆଇନଜୀବୀ ତଥା କଂଗ୍ରେସ ନେତା ପୀତବାସ ପଣ୍ଡା !
ଆଜି ବୁଧବାର ଦିନ 2.30ମିନିଟ ସମୟରେ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ! ସୂଚନା ଅନୁସାରେ ଦୀର୍ଘ ବର୍ଷ ଧରି କଂଗ୍ରେସ କାର୍ଯ୍ୟ କରିବା ପରେ କଂଗ୍ରେସ ତାଙ୍କୁ ଅଣଦେଖା କରିଲା ! ଯାହାଫଳରେ ଶ୍ରୀ ପୀତବାସ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାରେ ସନ୍ତୁଷ୍ଟ ହୋଇ ବିଜେପିରେ ହେଲେ ସାମିଲ !