ନର୍ଲା: ସର୍ଗିଗୁଦା କାନଥି ଡିଗିରା ପଡ଼ାରେ ଉଭୟ ପକ୍ଷ ଙ୍କ ମଧ୍ୟରେ ମାଦପିଟ ହୋଇ ଥାନାରେ ଅଭିଯୋଗ ଘଟଣା ଆଜି ଉଭୟ ପକ୍ଷ ଙ୍କ ମଧ୍ୟରେ ଆପୋଷ ବୁଝାମଣା
ସର୍ଗୁଗୁଡ଼ା ଗ୍ରାମ ସ୍ଥିତ କାନ ଥି ଡିଗିରା ପଡ଼ାରେ ଗତ ଗୁରୁବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଉଭୟ ପକ୍ଷ ଙ୍କ ମଧ୍ୟରେ କୌଣସି କଥା କୁ ନେଇ ମାଡପିଟ ହୋଇଥିଲେ ଏହି ଝଗଡ଼ା କୁ ନେଇ ପ୍ରଥମ ପକ୍ଷ ଦିତୀୟ ପକ୍ଷ ଙ୍କ ନାମରେ ଥାନରେ ଅଭିଯୋଗ କରିଥିଲେ ପରେ ଆଜି ଶୁକ୍ରବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ପୋଲିସ ଉଭୟ ପକ୍ଷ ଙ୍କୁ ଡକାଇ ପଚରା ଉଚୁରା କରିଥିଲେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି