ନର୍ଲା: ସାନଧାରପୁର ଗ୍ରାମର ଭୂବନ ବିଶ୍ବାଳ ଙ୍କ ଟାଙ୍ଗିଆ ଚୋଟରେ ମାଆ ର ମୃତ୍ୟୁ ଅଭିଯୁକ୍ତ କୁ ଗିରଫ କରିଛି ନର୍ଲା ପୋଲିସ
ଆଜି ମଙ୍ଗଳବାର ଦିନ ଅପରାହ୍ନ ତିନିଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ସାନ ଧାର ପୁର ଗ୍ରାମର ଭୁବନ ବିଶ୍ଵାଳ ୪୨ ବର୍ଷୀୟ ବ୍ୟକ୍ତି ନିଜ ମାଆ କଳ୍ପନା ବିଶ୍ବାଳ ୫୭ ବର୍ଷୀୟ ବିଧବା ମହିଳା ଙ୍କୁ ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଘଟଣା ସ୍ଥଳରେ ନର୍ଲା ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି