Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପଟ୍ଟାଙ୍ଗୀ: ପାଡୁଆ ପୋଲିସ୍‌ କୁ ମିଳିଛି ଆଉ ଏକ ବଡ଼ ସଫଳତା –ୱାଗନର୍ ଗାଡି ସହ 225 କି.ଗ୍ରାମ୍‌ ଗାଞ୍ଜେଇ ଜବତ, ଡ୍ରାଇଭର ଫେରାର

Pottangi, Koraput | Sep 15, 2025
ନନ୍ଦପୁର ସୋମବାର ଦିନ ୧.୩୦ ମିନିଟ ସମୟରେ ପାଡୁଆ ପୋଲିସ ଏସ ଆଇ ଦୀପକ କୁମାର ବାରିକ ଓ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ଅତଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦୋକାନାପୁଟ ଗ୍ରାମ ଠାରୁ ଆରୁକୁ ଅଞ୍ଚଳକୁ ଅବୈଧ ଗଞ୍ଜେଇ ବିକ୍ରି ଉଦ୍ଦେଶ୍ୟରେ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ।ସୂଚନା ପାଇ ଏସଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପାଡୁଆ ଡାକ ବଙ୍ଗଳା ଛକ ନିକଟରେ ଖାନତଲାସି ଆରମ୍ଭ କରିଥିଲା। ଦିନ ୨.୨୦ ମିନିଟ ସମୟରେ ଓ ଆର୍ ୦୨ ଏଏଲ ୫୨୦୨ ନମ୍ବର ରେ ଏକ ମାରୁତି ସୁଜୁକି ୱାଗନର୍ ଗାଡ଼ି ହାଣ୍ଡିପୁଟ ଛକ ପଟୁ ଦୃତ ଗତିରେ ଆସୁଥିଲା।

MORE NEWS