ଝାରସୁଗୁଡା: ବେଲପାହାଡ ଜାମକାନି ନିକଟରେ ଥିବା ବଣୁଆ ଦନ୍ତା ହାତୀକୁ ଜଙ୍ଗଲ ଭିତରକୁ ଘଉଡାଉ ଥିବା ଭିଡିଓ ଭାଇରାଲ
ଝାରସୁଗୁଡା ଜିଲ୍ଲା ବେଲପାହାଡ ଜାମକାନି ନିକଟରେ ଥିବା ବଣୁଆ ଦନ୍ତା ହାତୀକୁ ଜଙ୍ଗଲ ଭିତରକୁ ଘଉଡାଉ ଥିବା ଭିଡିଓ ଭାଇରାଲ l ହାତୀ ଟି ଗତକଲି ସକାଳ ୮ ଟାରେ ଜାମକାନି କୁଲତା ପଡା ନିକଟରେ ଥିବାବେଳେ ରାତି ସମୟରେ ଏହାକୁ ଆମଦର ଜଙ୍ଗଲ କୁ ଘଉଡାଇ ଦିଆଯାଇଛି l ତେବେ ରାତିରେ ହାତୀ କୁ ଟର୍ଚ୍ଚ ଲାଇଟ, ନିଆଁ ହୁଲା ଦେଖାଇ ଜଙ୍ଗଲ ଭିତରକୁ ଘଉଡାଇ ଥିବାର ଏକ ଭିଡିଓ ଆଜି ପୂର୍ବାହ୍ନ ୧୦ ଟା ରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି l