ଜୁନାଗଡ: ମହାଳିଙ୍ଗ ଅଞ୍ଚଳରେ ପ୍ରବଳ ବର୍ଷା ଉଦନ୍ତି ନଦୀରେ ବନ୍ୟଜଳ ପ୍ରବାହିତ ତଳ ମୁଣ୍ଡକୁ ସତର୍କ ସୂଚନା
ମହାଳିଙ୍ଗ ଅଞ୍ଚଳରେ ପ୍ରବଳ ବର୍ଷା ଉଦନ୍ତି ନଦୀରେ ବନ୍ୟଜଳ ପ୍ରବାହିତ ତଳ ମୁଣ୍ଡକୁ ସତର୍କ ସୂଚନା ଆଜି 26ତାରିଖ ଶନିବାର ଅପରାହ୍ନ 4ଟାରେ ଉଦନ୍ତି ନଦୀରେ ବନ୍ୟା ଜଳ ପ୍ରବେଶ କରିଛି ଫଳରେ ତଳମୁଣ୍ଡ କୁ ସତର୍କ ସୂଚନା ଜାରି କରାଯାଇଛି ତେବେ ଆଜି.ଅପରାହ୍ନ5ଟା ସୁଦ୍ଧା ଉଦନ୍ତୀ ନଦୀର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଇଛି ତେବେ ତଳ ମୁଣ୍ଡକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି ରାତି ସମୟରେ ଜଳ ସ୍ଥର ଆହୁରି ବଢିବା ଆଶଙ୍କା ଥିବାରୁ ତଳ ମୁଣ୍ଡର ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରିକରl ଯାଇଛି