ପୁରୀ ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାଇକ ଚୋରି ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l
Puri M, Puri | Sep 9, 2025
ଅଭିଯୁକ୍ତ ଦ୍ବୟ ହେଲେ ବାଲେଶ୍ୱର ଜିଲ୍ଲା କଣ୍ଟାପଡା ଥାନା ଅଂଚଳର ଗନ୍ଧିଆ ଓରଫ ତାପସ ମଲ୍ଲିକ ୧୯ ଓ ଦିପୁ ଓରଫ ଜ୍ୟୋତି ଶଙ୍କର ପଣ୍ଡା ୨୩ l...