ଫୁଲବାଣୀ ସର୍କିଟ ହାଉସ ଠାରେ କନ୍ଧମାଳ ଜିଲ୍ଲା Voice of Media ର ଏକ ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ଏହି ବୈଠକରେ ସମ୍ପାଦକ ଅଜିତ କୁମାର ମହାରଣା ବୈଠକ ବିବରଣୀ ପଠନ କରିଥିଲେ।ସମସ୍ତ ସଭ୍ୟ ଯୋଗ ଦେଇଥିଲେ।କନ୍ଧମାଳ ଜିଲ୍ଲାରେ କିପରି ଅଧାରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ପାଠ ପଢିବେ ,ସେ ଉପରେ ଆଲୋଚନା ହୋଇଥିଲା।ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।