ବଲାଙ୍ଗୀର: କୁସମେଲ ଗ୍ରାମରେ ପାଣି ସଙ୍କଟ,ବସୁଦ୍ଧା ଟାଙ୍କିରୁ ପାଣି ଯୋଗାଣ ଦାବି କରି ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହୋଇ ରଖିଲେ ପ୍ରତିକ୍ରିୟା
Balangir, Balangir | Aug 18, 2025
ବଲାଙ୍ଗୀର – କୁସମେଲ ଗ୍ରାମ ଅଞ୍ଚଳ ବାସୀମାନେ ବସୁଦ୍ଧା ଟାଙ୍କିରୁ ପାଣି ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଗ୍ରାମରେ...