ଜି ଉଦୟଗିରି: ଟିକାବାଲି କେଉଟ ସାହିର ବିନିତ କୁମାର ପ୍ରଧାନଙ୍କ ଘର ସାମ୍ନାରୁ ବାଇକ ଚୋରି ନେଇ ଥାନାରେ ଅଭିଯୋଗ
G Udayagiri, Kandhamal | Aug 18, 2025
କନ୍ଧମାଳ ଜିଲ୍ଲା ଟିକାବାଲି କେଉଟ ସାହିର ବିନିତ କୁମାର ପ୍ରଧାନଙ୍କ ଘର ସାମ୍ନାରୁ କୌଣସି ଦୃର୍ବୁତ୍ତ ବାଇକ୍ ଚୋରୀ ନେଇଯାଇଥିବା ଜଣା ପଡ଼ିଛି।...