ଫୁଲବାଣୀ ସହର: ସଲାଗୁଡା ଠାରେ ଆଶ୍ରମ ସ୍କୁଲ ରେ ପିଛା ଛାଡ଼ୁନି ସମସ୍ୟା, ଜୋର ଧରିଛି କୁଇଣ୍ଟାଲ କୁଇଣ୍ଟାଲ ପୋକଡା ଚାଉଳ l
ସଲାଗୁଡା ଆଶ୍ରମ ସ୍କୁଲ ରେ ପିଛା ଛାଡ଼ୁନି ସମସ୍ୟା, ଆଖିରେ ଫେଭିକ୍ଵିକ ଅଠା ଲଗାଇବା ଘଟଣା ପରେ ଜୋର ଧରିଛି କୁଇଣ୍ଟାଲ କୁଇଣ୍ଟାଲ ପୋକଡା ଚାଉଳ l ଡିଲର କୁ ଦାଈ କଲେ ସରପଞ୍ଚ ସମେତ ଅଞ୍ଚଳ ବାସି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା ସେବାଶ୍ରମ ବର୍ତମାନ ପିଛା ଛାଡ଼ୁନି ସମସ୍ୟା ସହପାଠୀ ଆଠ ରୁ ଦଶ ଜଣ ଛାତ୍ର କୁ ସୋଇଥିବା ଅବସ୍ଥାରେ ରାତିରେ ଫେଭିକ୍ଵିକ ଅଠା ଲଗାଇ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଘଟଣା ସାରା ଓଡିଶା ରେ ଚର୍ଚ୍ଚା ରେ ରହିଥିବା ବେଳେ ବିଭିନ୍ନ ନେତା ଓ ସରକାରୀ ଅଧିକାରୀ ବିଦ୍ୟାଳୟ କୁ ଆସୁଛନ୍ତି ଓ ଏହି ଘଟଣା କୁ ନେଇଁ