ଧର୍ମଗଡ: ଲଡ଼ୁଗାଁ କଲେଜ ରେ ପୋସକୋ ଆଇନ ସଚେତନତା କାର୍ଯ୍ୟକ୍ରମ।
କୋକସରା ବ୍ଲକ ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ମଙ୍ଗଳବାର ସକାଳ ୧୦ ଟା ରୁ ଲଡୁଗାଁ କଲେଜ ରେ ପୋସକୋ ଆଇନ ତଥା ପିଡିତା ସହାୟତା କୁ ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ କଲେଜ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ତାଳୁକ ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷା ତଥା ମାଜିଷ୍ଟ୍ରେଟ ଲିପ୍ସା ରାଉତ ଯୋଗଦେଇଥିଲେ।