ପାଟଣାଗଡ: ଔଷଧ ଦେଇ ପ୍ରେମିକାର ଗର୍ଭ ନଷ୍ଟ କରିଥିବା ପ୍ରତାରକ ପ୍ରେମିକ କୁ ଗିରଫ କଲା ଖପ୍ରାଖୋଳ ପୋଲିସ
ଖପ୍ରାଖୋଳ ଥାନା ଅଞ୍ଚଳର ଜନୈକା ଆଦିବାସୀ ଯୁବତୀ କୁ ପଛୁଆ ବର୍ଗ ର ଜନୈକ ଯୁବକ ବିବାହ ର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ।ଯୁବତୀ ଗର୍ଭବତୀ ହେବା ରୁ ବିବାହ ବିଳମ୍ବ ହେବାର କହି ଦିନ ଗଡାଇବା ପାଇଁ ଡ଼ାକ୍ତର ଙ୍କ ବିନି ପରାମର୍ଶ ରେ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଦେଇ ଥିଲା ।ଯାହା ଦ୍ଵାରା ପାଟଣାଗଡ଼ ଡାକ୍ତର ଖାନା ଗର୍ଭ ନଷ୍ଟ ହୋଇ ଯାଇଥିଲା ଏନେଇ ଖପ୍ରାଖୋଳ ଥାନାରେ ଅଭିଯୋଗ ହେବାରୁ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଗୁରୁବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି