ଛତ୍ରପୁର: ବ୍ରହ୍ମପୁର ଷ୍ଟେସନ ରୋଡ଼ ସ୍ଥିତ ମମତା ଗେଷ୍ଟ ହାଉସ ରୁ ୩୧ କିଲୋ ଗଞ୍ଜେଇ ଜବତ, ୪ ଗିରଫ
ବ୍ରହ୍ମପୁର ଷ୍ଟେସନ ରୋଡ଼ ସ୍ଥିତ ମମତା ଗେଷ୍ଟ ହାଉସର ଦୁଇଟି ରୁମରୁ ଗୋଶାଣିନୁଆଗାଁ ଥାନା ପୁଲିସ ଗତ ରାତିରେ ଗଞ୍ଜେଇ ଜବତ କରିଥିବା ବେଳେ ରବିବାର ଅପରାହ୍ନରେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।